ମାଲକାନଗିରିରେ ବିକାଶର ନଗ୍ନଚିତ୍ର, ଗର୍ଭବତୀଙ୍କୁ 30 କିମି ଖଟିଆରେ ବୋହିଲେ ଡାକ୍ତର
ଓଡିଶା ଫାଷ୍ଟ ( ବ୍ୟୁରୋ): ମାଲକାନଗିରି ଜିଲ୍ଲାର ଗୋଡିଗଣ୍ଡି ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ 30 କିମି ଖଟିଆରେ ବୋହି ମାନବିକତାର ପରିଚୟ ଦେଇଛନ୍ତି 4 ଜଣ ଡାକ୍ତର। ପାହାଡ ପର୍ବତ ଘରେ ଗ୍ରାମକୁ ଗାଡି ଯିବାର ରାସ୍ତା ନଥିବାରୁ ତାଙ୍କୁ ଖଟିଆରେ ବୋହିଲେ ଡାକ୍ତର।…