Browsing Tag

Do you sleep with the lights on at night? Do you know the danger it poses to our body?

କ’ଣ ରାତିରେ ଶୋଇବାବେଳେ ଲାଇଟ ଜଳାଇ ଶୋଉଛନ୍ତି କି ? ଜାଣିଛନ୍ତି କି ଏହା ଆମ ଶରୀର ପାଇଁ ପକାଇଥାଏ ବିପଦ

ସୁସ୍ଥ ଶରୀର ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ଶୋଇବା ଜରୁରୀ । ହେଲ୍ଥ ଏକ୍ସପର୍ଟ ଆପଣଙ୍କ ରୋଗ ଓ ଶରୀରର ସମସ୍ୟାକୁ ଦେଖି ଅଲଗା ଅଲଗା ଶୋଇବା ପାର୍ଟନ ବତାଇଥାନ୍ତି । ଶରୀରର ଥକାପଣ ଓ ଦୁର୍ବଳତା ଦୂର କରିବା ପାଇଁ ଶୋଇବା ବହୁତ ଜରୁରୀ । ଏହାଦ୍ୱାରା ମସ୍ତିସ୍କ ଭଲ କାମ କରିଥାଏ । ଶୋଇବା ଖରାପ ହେଲେ…