ବଳକା ଚା’କୁ ପୁଣିଥରେ ଗରମ କରି ସେବନ କରୁଛନ୍ତି କି ? ଏହା କରିବା ଦ୍ୱାରା…
ଭାରତୀୟ ଖାଦ୍ୟପେୟରେ ଚା'ର ରହିଛି ସ୍ବତନ୍ତ୍ର ଭୂମିକା । ସକାଳ ଶଯ୍ୟା ତ୍ୟାଗ ପରଠାରୁ ଆରମ୍ଭ ହୋଇଯାଏ ଚା'ର ଆସର ।
ଘରକୁ ବନ୍ଧୁ ପରିଜନ ଆସିଲେ ପ୍ରଥମେ ପରସା ଯାଏ ଚା' । ଅଧିକାଂଶ ପରିବାରରେ ଦିନକୁ ଦୁଇରୁ ତିନି ଥର ଚା' ପ୍ରସ୍ତୁତ ହେଉଥିବ ନିଶ୍ଚୟ । ଏକ ଅଭ୍ୟାସ ଥାଏ କି ପୂର୍ବ…