ଜାଣିଛନ୍ତି କି ଯେତେ ଯାହା କଲେ କାହିଁକି ଆମ ପେଟ ଗ୍ୟାସ ହୋଇଯାଏ ? ଏହାର ଏକମାତ୍ର ସମାଧାନ ହେଉଛି ଏହି ଉପାୟ
ଆଜିକାଲି ସମୟରେ ପେଟରେ ଅମ୍ଳ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ ।
ପେଟରେ ଗ୍ୟାସ ହେବା ସାଧାରଣ କଥା । ଏହା ଆପଣଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀ ଉପରେ…