Browsing Tag

Do not accidentally plant these trees near tulips

ତୁଳସୀ ଗଛ ନିକଟରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହିସବୁ ଗଛ, ନହେଲେ ଘର ଉପରେ ପଡିଥାଏ ନକରାତ୍ମକ ପ୍ରଭାବ

ସନାତନ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଥାଏ । ବିଶ୍ୱାସ ରହିଛି ଯେ, ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖ, ଶାନ୍ତି ଓ ସମୃଦ୍ଧି ବଢିଥାଏ…