Browsing Tag

Disruption in Chile; The pilot fell off the boat while going to show the dolphins to the tourists

ଚିଲିକାରେ ଅଘଟଣ; ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ଯାଇ ଡଙ୍ଗାରୁ ଖସିପଡ଼ିଲେ ଚାଳକ

ଚିଲିକାରେ ଅଘଟଣ । ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ଯାଇ ଡଙ୍ଗାରୁ ଖସିପଡ଼ିଲେ ଚାଳକ । ନିଖୋଜ ଡଙ୍ଗା ଚାଳକ ହେଲେ ବିକ୍ରମ ଜାଲି । ୫ ଜଣ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲେ ବିକ୍ରମ । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମୋଟର ବନ୍ଦ ହୋଇଯିବାରୁ…