ଧାମନଗର ଉପନିର୍ବାଚନ; ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ…
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପିର ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ନିରାଡମ୍ବରରେ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିଛନ୍ତି ସୂରଜ । ଏହି ସମୟରେ ତାଙ୍କ ସାଥିରେ ଭଉଣୀଙ୍କ କିଛି ସମର୍ଥକ ଉପସ୍ଥିତ ଥିଲେ । ନାମାଙ୍କନ ଭରିବା ପୂର୍ବରୁ ପୈତୃକ…