ଦେବୀ ରଞ୍ଜନ ତ୍ରିପାଠୀ(ଟୁବୁ) ହେବେ ଛାତ୍ର ସଭାପତି, ଆଶାୟୀଙ୍କ ପାଇଁ ନୂତନ ୪ ପଦ !!
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଅନେକ ଦିନ ତୁଙ୍ଗ ନେତାଙ୍କ ଘନଘନ ବୈଠକ ପରେ ବିଜୁ ଜନତା ଦଳ ଛାତ୍ର ଓ ଯୁବ ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଛି । ସର୍ବସମ୍ମତି କ୍ରମେ ଛାତ୍ର ସଭାପତି ଭାବେ ଦେବୀ ରଞ୍ଜନ ତ୍ରିପାଠୀ(ଟୁବୁ)ଙ୍କ ନାଁରେ ମୋହର ବାଜିଥିବାବେଳେ ଯୁବ ସଭାପତି ଭାବେ ନୂତନ…