କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବିଶ୍ଵ ଲୁପସ ଦିବସ । ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଥିଲା । ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏ ରାଲି ଯାଇଥିଲା ।
ଏହି ରୋଗର…