ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍
ଦିଲ୍ଳୀର ପୂବର୍ତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍। ଅବକାରୀ ବିଭାଗରେ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଜାମିନ୍ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ଗିରଫ କରିଥିଲା। ଜାମିନ ଦେବାକୁ ମନା କରିବାରୁ ସିସୋଦିଆ…