Browsing Tag

delhi A fire broke out in a building adjacent to the parliament

ସଂସଦର ସଂଲଗ୍ନ କୋଠାରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୭ଟି ଦମକଳ ଗାଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀର ସଂସଦ ଭବନ ସଂଲଗ୍ନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୭ଟି ଦମକଳ ପହଞ୍ଚି ନିଆଁ ଲିଭେଇବାକୁ ଚେଷ୍ଟା କରୁଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାପଡ଼ିଛି। ବିଲ୍ଡିଂର ଷଷ୍ଠ ମହଲାରେ ନିଆଁ ଲାଗିଛି।…