ଟ୍ୱିଟରକୁ ବାଏ ବାଏ କହିଲେ କରଣ
ଟ୍ୱିଟର ଛାଡିଲେ କରଣ ଜୋହର। ସବୁବେଳେ ଟ୍ଵିଟ୍ କରି ଚର୍ଚ୍ଚାରେ ରହୁଥିବା କରଣ ଟ୍ଵିଟର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। କରଣ ଜୋହରଙ୍କ ନାମ ବଲିଉଡରେ ସବୁଠାରୁ ଚର୍ଚ୍ଚିତ ଫିଲ୍ମମେକର ମଧ୍ୟରେ ଅନ୍ୟତମ। ସେ କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଏମିତି ଏକ…