ରାଜ୍ୟରେ କମିଲା ମହାବଳ ବାଘ ସଂଖ୍ୟା, ଓଡ଼ିଶାରେ ବାଘ ସଂଖ୍ୟା ୨୦
ରାଜ୍ୟରେ କମିଲା ମହାବଳ ବାଘ ସଂଖ୍ୟା । ଓଡ଼ିଶାରେ ୨୦ଟି ମହାବଳ ବାଘ ଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୧-୨୨ ଗଣନା ଅନୁସାରେ ବାଘ କମିଥିବା ରିପୋର୍ଟ ମିଳିଛି । ତେବେ ଶିମିଲିପାଳରେ ବାଘ ସଂଖ୍ୟା ୧୬କୁ କମିଛି । ୨୦୧୮ ଗଣନା ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ଥିଲା ।…