ବନ୍ୟା ଓ ଭୂସ୍ଖଳନ ପରେ ଏବେ ନ୍ୟୁଜିଲାଣ୍ଡରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ଗାବ୍ରିଏଲ, ଜରୁରୀକାଳୀନ…
ନ୍ୟୁଜିଲାଣ୍ଡରେ ଭୀଷଣ ମାତ୍ରାରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସମଗ୍ର ଦେଶକୁ ସାମୁଦ୍ରିକ ଝଡ଼ 'ଗାବ୍ରିଏଲ' ବିପଦ ମାଡ଼ି ବସିଛି। ଏହାକୁ ଆଖି ଆଗରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନଜୀବନ ହାନୀ ଆଶଙ୍କାରେ ସମଗ୍ର ଦେଶରେ…