କୁଆ କହିବ ଆପଣଙ୍କ ଭବିଷ୍ୟତ ? ଆଗକୁ ଘଟିବାକୁ ଥିବା ସଂକେତ ସୁଚାଇଦିଏ କୁଆ, ଜାଣନ୍ତୁ ତାର ରାବର ସଂକେତ
ଅଧିକାଂଶ ଲୋକେ କୁଆକୁ ଅଶୁଭ ବୋଲି କହିଥାନ୍ତି । ହିନ୍ଦୁଧର୍ମରେ ବି କୁଆକୁ ଅଶୁଭ କୁହାଯାଇଥାଏ। ତେବେ କୁଆ ଅନେକ ବିଷୟର ମନୁଷ୍ୟକୁ ଘଟିବାକୁ ଥିବା ଘଟଣାର ଆଗୁଆ ସୂଚନା ଏବଂ ସଙ୍କେତ ଦେଇଥାଏ। କୁଆ ଅତିଥିଙ୍କ ଆଗମନର ସୂଚନା ଦେଇଥାଏ। କାହା ଘର ଛାତରେ କି ଚାଳରେ ବସି କୁଆ ବାରମ୍ବାର ରାବ ଦେଲେ…