Browsing Tag

crocodile

ମାଛ ଜାଲରେ ପଡ଼ିଲା କୁମ୍ଭୀର

ଉଦଳା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମାଛ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର। କୁମ୍ଭୀରକୁ ଉଦ୍ଧାର କଲେ ଗ୍ରାମବାସୀ। ଉଦଳା ଖୁଣ୍ଟା ବ୍ଲକ ଡବକ ନୂଆଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ବନ୍ଧରେ ମାଛ ଧରିବା ପାଇଁ ଗାଁଲୋକେ ରାତିରେ ଜାଲ ପକାଇଥିଲେ। ହେଲେ ସକାଳେ…