Browsing Tag

Constables and Sepoys

ବଢିଲା କନଷ୍ଟେବଲ, ହାବିଲଦାରଙ୍କ ଖାଇବା ଭତ୍ତା

ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଖାଇବା ଭତ୍ତା ବୃଦ୍ଧି କରିଛନ୍ତି। ଏଥିରେ କନେଷ୍ଟବଲ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଏମାନଙ୍କୁ ଦୈନିକ ୫୦ ଟଙ୍କା ଦିଆଯାଉଥିଲା। ହେଲେ ଏତିକି ଟଙ୍କାରେ ଖାଇବା ସମ୍ଭବ ହେଉ ନାହିଁ ବୋଲି ପୂର୍ବରୁ ଦାବୀ ହୋଇ…