ଆସନ୍ତା ୧୪ରୁ କଂଗ୍ରେସର ‘ଭାରତ ନ୍ୟାୟ ଯାତ୍ରା’
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ନ୍ୟାୟ ଯାତ୍ରା। ଆସନ୍ତା ଜାନୁଆରୀ ୧୪ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ପଶ୍ଚିମର ମୁମ୍ବାଇରେ ଶେଷ ହେବ। ୬ ହଜାର ୨ଶହ କିଲୋମିଟର ଯାତ୍ରା…