Browsing Tag

Congress has announced the names of assembly candidates

ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ପର୍ଯ୍ୟାୟରେ ୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜାତୀୟ କଂଗ୍ରେସ । ମାହାଙ୍ଗାରେ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ ଦାସ ରହିଛନ୍ତି ।…