ପ୍ରତିଶ୍ଠିତ କଲେଜ ୱେବସାଇଟ୍ ହ୍ୟାକର ଙ୍କ କବଜାରେ
https://youtu.be/GzRNDk6OhH0
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଇବର କ୍ରାଇମ ଉପରେ ପୋଲିସ ଲଗାଇ ପାରୁନି ଲଗାମ । କଥାରେ ଅଛି ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ର ପତ୍ର ରେ ଚାଲୁଛି । ଏହି ଅପରାଧ କୁ ରୋକିବା ପାଇଁ ଏକ ନୂତନ ସାଇବର ସେଲ ମଧ୍ୟ ଖୋଲାଯାଇଛି। କିନ୍ତୁ କିଛି ଫଳପ୍ରଦ ହେବାର…