Browsing Tag

college-seat-will-expand-for-this-year-passing-rate

ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ: ଚଳିତବର୍ଷର ପାସ୍ ହାରକୁ ଦୃଷ୍ଟିରେ ରଖି କଲେଜରେ ବୃଦ୍ଧି ପାଇବ ସିଟ୍ ସଂଖ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ପାସ ହାର ରହିଥିବାରୁ ସେହି ହିସାବରେ କଲେଜରେ ସିଟ୍ ନଥିବା ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ସମସ୍ୟାର ସମାଧାନ ଲାଗି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ…