Browsing Tag

CNG

ଶସ୍ତା ହେଲା ସିଏନଜି ଓ ପିଏନଜି

କମିଲା ସିଏନଜି ଓ ପ୍ରାକୃତିକ ଗ୍ୟାସ ଦର । ସିଏନଜି ୮ଟଙ୍କା ୧୩ ପଇସା ଓ ପିଏନଜି ୫ ଟଙ୍କା ୬ ପଇସା ହ୍ରାସ କଲା ଏଟିଜିଏଲ୍ । ଭାରତ ସରକାରଙ୍କ ନୂଆ ଗ୍ୟାସ ଦର ନିର୍ଦ୍ଧାରଣ ଫର୍ମୁଲା ଆଧାରରେ ପରିବର୍ତ୍ତନ ହୋଇଛି । 'ଏଟିଜିଏଲ୍‌' କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ସ୍ବାଗତ କରି…