୭୫ ତମ ସ୍ୱାଧିନତା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାରା ଦେଶ ପାଳୁଛି ୭୫ ତମ ସ୍ୱାଧିନତା ଦିବସ । ଆଜିର ଦିନରେ ସ୍ୱାଧିନ ହୋଇଥିଲା ଭାରତ । ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଅଧିନରେ ଥିବା ଭାରତ ପାଇଥିଲା ସ୍ୱାଧିନତାର ସ୍ୱାଦ ।
ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି…