ମେଟ୍ରୋ ପ୍ରକଳ୍ପର ଡିପିଆରକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା । ମେଟ୍ରୋର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମେଟ୍ରୋ କାମ ପ୍ରକ୍ରିୟା ଆଗକୁ ନେବା ପାଇଁ ଆସନ୍ତା ୧୮ ତାରିଖରେ ପ୍ରଥମ ବୈଠକ ବସିବ । ୪ବର୍ଷ ଭିତରେ ମେଟ୍ରୋ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।…