ବ୍ରହ୍ମଗିରିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୩ ଶହ ଶଯ୍ୟା ବିଶିଷ୍ଟ ହେବ ପୁରୀ ଜିଲ୍ଲା ହସ୍ପିଟାଲ
ପୁରୀ ଜିଲ୍ଲାରେ ଆରମ୍ଭ ହେଲା ବିଏସକେୱାଇ କାର୍ଡ ବଣ୍ଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରିରୁ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ବ୍ରହ୍ମଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ମୁଖ୍ୟମନ୍ତ୍ରୀ…