Browsing Tag

City bus

ସୋମବାରଠୁ ଗଡ଼ିବ ‘ମୋ ବସ୍‌’, ଟ୍ବିଟ୍‌ କରି ସୂଚନା ଦେଲା କ୍ରୁଟ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହାରି ଭିତରେ ବିଭିନ୍ନ କଟକଣା କୋହଳ କରାଯାଇଛି। ବିଶେଷ କରି ସାରା ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି। ଏହାକୁ ନଜରରେ ରଖି ଆସନ୍ତା ସୋମବାର ପାଖରୁ ‘ମୋ ବସ୍‌’ ସେବା ମଧ୍ୟ ଆରମ୍ଭ…