ବିଜେଡିରେ ମିଶିଲେ ଚିରଞ୍ଜିବୀ ବିଶ୍ୱାଳ
ଆସନ୍ତାକାଲି କଂଗ୍ରେସ ଛାଡ଼ିଲେ । ଦିନକ ପରେ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ବିଶ୍ୱାଳ ନିଜ ସମର୍ଥକଙ୍କ ସହ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ।
ଚିରଞ୍ଜିବୀ ବିଶ୍ୱାଳ ଶନିବାର…