ରାଜ୍ୟରେ ପିଲାଚୋର ଗ୍ୟାଙ୍ଗ ସକ୍ରିୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଛି ପିଲା ଚୋରି । ବାହାର ରାଜ୍ୟରୁ ଆସୁଛନ୍ତି ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଓଡ଼ିଶା ର ସମସ୍ତ ଜିଲ୍ଲାରେ ସକ୍ରିୟ ଥିବା ଜଣାପଡିଛି । ପ୍ରାୟତ ୪ବର୍ଷ ରୁ ୯,୧୦ ବର୍ଷର ପିଲାଙ୍କୁ ଟାର୍ଗେଟ କରିଥାନ୍ତି କାରଣ ଏହି ବର୍ଷର ପିଲାମାନେ ସହଜରେ ଗ୍ୟାଙ୍ଗର…