ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀଳାଦ୍ରି ବିଜେ ସରିବା ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ
ପୁରୀରେ ଘଟିଥିବା ଅଘଟଣକୁ ନେଇ ଚିନ୍ତାରେ ସମସ୍ତ ଓଡିଶାବାସୀ । ରଥରୁ ଆଡ଼ପମଣ୍ଡପକୁ ପହଣ୍ଡିରେ ଯିବା ସମୟରେ ବଡ଼ଠାକୁର ତଳେ ପଡ଼ି ଯାଇଥିଲେ । ସେହିପରି ଘଟଣା ଯେମିତି ଆଉ ନଘଟିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ…