Browsing Tag

Chhattisgarh to get 2 deputy Chief Ministers

ଛତିଶଗଡରେ ହେବେ ୨ ଜଣ ଉପମୁଖ୍ୟମନ୍ତ୍ରୀ, ରମଣ ସିଂ ହେବେ ବାଚସ୍ପତି

ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଭାଜପା ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମାଙ୍କୁ ଏହି ପଦ ମିଳିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବିଧାନସଭା ବାଚସ୍ପତି…