ଆସନ୍ତାକାଲିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସିବେ ଛତିଶଗଡ଼ ରାଜ୍ୟପାଳ
ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୯ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୯ ତାରିଖ ପୂର୍ବାହ୍ନରେ ଭୂବନେଶ୍ୱର ବିମାନ ବନ୍ଦରରୁ ନିଜସ୍ୱ ବାସଭବନ ଅଭିମୁଖେ ଯାତ୍ରା କରିବେ। ସେହିଦିନ ଅପରାହ୍ଣରେ…