ବହୁବାର ଆବେଦନ ପରେ ବି ମିଳିଲାନି ଛୁଟି, ଚାକିରିରୁ ଇସ୍ତଫା ଦେଲେ ଉପଜିଲ୍ଲାପାଳ
ବହୁବାର ଆବେଦନ ପରେ ବି ମିଳିଲାନି ଛୁଟି । ଫଳରେ ଚାକିରିରୁ ଇସ୍ତଫା ଦେଇଦେଲେ ଉପଜିଲ୍ଲାପାଳ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତା ନିଶା ବାଙ୍ଗରେଙ୍କ କଥା । ନିଜର ମୌଳିକ ଅଧିକାର ପାଇଁ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଯାହା ଏବେ…