ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ମାଉସୀ ମା' ଘରେ ୯ ଦିନ ଧରି ଲୀଳାଖେଳା କରିବା ପରେ ସୋମବାର ଦିନ ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି ବଡ଼ଠାକୁର। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ସୁନାଖଡ଼ିକା ଧରି ଛେରାପହଁରା କରିବା ପରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଗଡ଼ିଛି ତିନିରଥ।
ମହାପ୍ରଭୁଙ୍କ ବାହୁଡ଼ା…