Browsing Tag

Chariots are perfect for world famous rides

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

ପବିତ୍ର ରାମନବମୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଅନୁକୂଳ ହୋଇଛି ରଥ କାଠ ଚିରଟ । କଟକ ଖପୁରୀଆ ସ୍ଥିତ କରତ କଳରେ ପୁରୀ ଶ୍ରୀମନ୍ଦିରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆସି କଟକରେ ପହଞ୍ଚି ଥିଲେ। ରଥ ତତ୍ତ୍ୱବାଧାରକ, ଭୋଇ…