ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ
ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ସ୍ପେସ୍ ରକେଟ୍ ମିଶନ ଚନ୍ଦ୍ରଯାନ-୩ ଉତକ୍ଷେପଣ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ୍ କରାଯିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମୁଖ୍ୟ ଏସ୍. ସୋମନାଥ । ଯଦି ଜୁଲାଇ ୧୩ ତାରିଖରେ…