Browsing Tag

CEO Allegedly Kills Her Son In Goa

ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ନେଇ ଗୋଆରୁ ବେଙ୍ଗାଲୁରୁକୁ ଯାତ୍ରା କଲା ମା’

ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମାଆ। ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରର ଏକ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଥିବା ମହିଳା ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠୁ ବଡ କଥା ହେଉଛି କି, ମହିଳା ଜଣକ ପୁଅର ଶବକୁ ଏକ…