କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର:ପ୍ରଣବ ପ୍ରକାଶ ଦାସ
କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହି ଅନୁଗୋଳ, ଢେଙ୍କାନାଳ ଆଉ ସମ୍ବଲପୁର ପାଇଁ କ'ଣ କରିଛନ୍ତି ? କେନ୍ଦ୍ରରେ ଏକ ସରକାର ଅଛି ଯାହାର ଲୋକଙ୍କ ପାଇଁ କାମ ଦରକାର ନାହିଁ ବରଂ ସଂଖ୍ୟା ଦରକାର । ଦୀର୍ଘ ୧୦ବର୍ଷ ହେଲା ଏହି ମାଟିର ଜଣେ…