କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀମାନେ ମାସିକ ପରିବାର ପେନ୍ସନ୍ ଭାବରେ ପାଇବେ ୧.୨୫ ଲକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଅଂଶୀଦାର ହୋଇଥିବା ବିବରଣୀ ଅନୁଯାୟୀ କେନ୍ଦ୍ର ସରକାରୀ ପରିବାର ପେନ୍ସନ୍ଭୋଗୀମାନେ ମାସିକ ପରିବାର ପେନ୍ସନ୍ ଭାବରେ ୧.୨୫ ଲକ୍ଷ ଟଙ୍କା ପାଇପାରିବେ।
ସରକାରଙ୍କ ଅଧୀନରେ ସର୍ବାଧିକ ପାରିବାରିକ…