Browsing Tag

CBI officials question Rabri Devi at her Patna residence in land for jobs scam case

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସିବିଆଇ ରେଡ

ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ଚଢାଉ କରିଛି। ଜମି ବଦଳରେ ଚାକିରି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ତାଙ୍କ ଝିଅ ମିସା ଭାରତୀ ଅଭିଯୁକ୍ତ ଅଛନ୍ତି।…