ପୁଣିଥରେ ରାଜଧାନୀରେ ରାଗିଂ ଅଭିଯୋଗ; ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିବା ସହ ଉଠବସ୍ କଲେ ୩ ସିନିୟର
ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଝଡ ଥମିନଥିବାବେଳେ ପୁଣିଥରେ ଆସିଛି ରାଗିଂ ଅଭିଯୋଗ । ଜଣେ ଛାତ୍ରଜଣଙ୍କୁ ୩ ଜଣ ସିନିୟରମାନେ ମାଡ଼ ମାରିବା ସହ ଉଠବସ୍ କରିଥିବା ଅଭିଯୋଗ ହୋଇଛି ଖଣ୍ଡଗିରି ଥାନାରେ।
ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ଯୁକ୍ତ…