ରାସ୍ତାରେ ଯାଉଥିବା ସମୟରେ ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ଜଣ
ଜଳିଗଲା କାର । ରାସ୍ତାରେ ଯାଉଥିବା ସମୟରେ ହୁତ ହୁତ ଜଳିବାକୁ ଆରମ୍ଭ କରିଥିଲା । ଜଳିବା ସମୟରେ କାରରେ ବସିଥିଲେ ଜଣେ ଶିଶୁ ସମେତ ୪ ଜଣ । ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ଥାନା ଅନ୍ତର୍ଗତ ନିଶ୍ଚିନ୍ତ ପୁରଠାରେ ।
ମଙ୍ଗଳବାର ରାତିରେ କାରଟି ରାଜସରୁ…