Browsing Tag

Car festival 2022 preparation

ସରିଲା ରଥକାଠ ପୂଜା, ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ପାଇଁ ପୂଜା ହେଲା ରଥକାଠ । ଏସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର କହିଛନ୍ତି, " ବସନ୍ତ ପଞ୍ଚମୀ ପରି ପବିତ୍ର ଦିନରେ ଆମର ପରମ୍ପରା ଅନୁସାରେ ଏବର୍ଷ ରଥଯାତ୍ରା ଆସି ପହଞ୍ଚିଥିବା ରଥକାଠର ପୂଜା ହୋଇଛି ।…