ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣା, ଦୟାଲ ଆଶ୍ରମର କେୟାର ଟେକର ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ
ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାର ଚତୁର୍ଥ ସାକ୍ଷ୍ୟ ଭଦ୍ରକ ଜିଲ୍ଲା ଦୌରା ଜଜ କୋର୍ଟରେ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ୍ ଓରଫ ସୋନି କୋର୍ଟରେ ଉପସ୍ଥିତ ରହି ଚାଂଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି, ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା…