Browsing Tag

but empty handed to leave: Pandian

ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ: ପାଣ୍ଡିଆନ

ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି । ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ସେଇଟା ବି ହେଲାନି। ପ୍ରତିବର୍ଷ ୨କୋଟି…