ଜାରି ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ , ଗ୍ରାହକ ଜାଣି ରଖିବା ଉଚିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୃଦ୍ଧି ପାଉଥିବା ମହଙ୍ଗା ଦର ମଧ୍ୟରେ ବର୍ତ୍ତମାନ ଟିକିଏ ଆଶ୍ବସ୍ତିକର ଖବର ଆସିଛି। ସରକାରୀ ତୈଳ କମ୍ପାନୀ ନଭେମ୍ବର ମାସ ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ଅକ୍ଟୋବର ମାସରେ HPCL, BPCL, IOC…