ଜଳ ପଥରେ ଜାପାନରୁ ଭାରତକୁ ଆସିବ ବୁଲେଟ ଟ୍ରେନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ଥିବା ଦେଶର ପ୍ରଥମ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍ ର ସେଟ ଜଳପଥରେ ଭାରତକୁ ଅଣାଯିବ। ଜାପାନରୁ ଆସିବାକୁ ଥିବା ଏହି ଟ୍ରେନର ପ୍ରଥମ ସେଟ୍ ସୁରଟକୁ ଆସିବ। କାରଣ ପ୍ରଥମ ସେଟ୍ ସମୁଦ୍ର ମାଧ୍ୟମରେ ପହଞ୍ଚିବ।…