ମୃତ୍ୟୁକୁ ସାଙ୍ଗରେ ନେଇ ଏଠି ଯାତ୍ରା କରନ୍ତି ଲୋକେ
ଦୁନିଆରେ ଅନେକ ଭୟଙ୍କର ସ୍ଥାନ ରହିଛି ଯେଉଁଠିକୁ ଯିବାକୁ ଆତ୍ମା ଥରି ଉଠିବ । ଦୁନିଆରେ ସେମିତି ଏକ ସେତୁ ରହିଛି ଯାହାକି ଦୁନିଆର ସବୁଠାରୁ ବିପଜ୍ଜନକ ସେତୁ ବୋଲି କୁହାଯାଏ । ଏହି ସେତୁ ଏତେ ବିପଜ୍ଜନକ ଯେ ଏହା ଉପରେ ଚାଲୁଥିବା ଲୋକମାନେ ଅନେକ ସମୟରେ ଭୟରେ ଚିତ୍କାର କରିବାକୁ ଲାଗନ୍ତି ।…