ଏଣିକି ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ
ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ। ଗବେଷଣା କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଓଡ଼ିଆ ବୈଜ୍ଞାନିକ। ମହିଳା ହୁଅନ୍ତୁ କି ପୁରୁଷ ସ୍ତନ କର୍କଟ ରୋଗର ପ୍ରମୁଖ କାରଣ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ଅଣୁକୁ ନିଷ୍କ୍ରିୟ କରାଗଲେ ଥାର୍ଡ ଷ୍ଟେଜ୍ ସ୍ତନ କର୍କଟ ରୋଗୀ ବି ଭଲ…