Browsing Tag

Boyfriend Saji cheated 35 lakh rupees on Facebook

ଫେସବୁକରେ ପ୍ରେମିକା ସାଜି ଠକିନେଲେ ୩୫ ଲକ୍ଷ ଟଙ୍କା, ଏବେ ପୋଲିସ କବ୍ଜାରେ

ସାଇବର ଥାନା ପୋଲିସ ହାତରେ ସିଷ୍ଟର ଶିବାନୀ । ଠକେଇ ପାଇଁ ଗାର୍ଲଫ୍ରେଣ୍ଡକୁ ମୋହରା । ଧନ ସୁନା କହୁଥିଲେ, ହେଲେ ଧରା ଦେଉନଥିଲେ। ବାପାଙ୍କ ଦେହ ଖରାପ କହି ବାହାନା କରୁଥିଲେ । ଠକ ଜଣକ ଯୁବତୀ ନଥିଲେ ଥିଲେ ଯୁବକ। ଏଭଳି ଏକ ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ । ୩୫ ଲକ୍ଷ ଟଙ୍କା ଠକେଇ…