ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ(୫୫)ଙ୍କ ଦେହନ୍ତ ହୋଇଯାଇଛି । ସେ ସରକାରୀ କାର୍ଯ୍ୟ ସାରି ଭୁବନେଶ୍ୱର ରୁ ବୌଦ୍ଧ ଫେରିବା ସମୟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ସୂଚନା ଅନୁଯାୟୀ, ବୌଦ୍ଧର ଅତିରିକ୍ତ…